Teacher's day is a holy day. It is called as Guru Divas in Odia language. So today we are sharing Teacher's day speech both of the language English and Odia. If you belong to the state Odisha, then this post will be very helpful for you.
Teacher's Day Speech in English
Good Morning,
Mr. President, my dear teachers, guest, and the younger and older brothers and sisters present here and my classmates. Today is Holy Teacher's Day. We have assembled here to celebrate teacher's day. I feel blessed to have had the opportunity to say something on this great day today.
This tradition of teachers inspires us to worship and honor the teachers. So there is in Bhagwat -
Don't bow to the teachers,
The teachers are the meeting of God.
This is absolutely true: - Guru Brahma, Vishnu, and Maheshwar the symbol of great Gods. He is like God, as Father, the teacher is the salutation and reverence of all. He is the cause, the cause of the catastrophe. The teacher produces the seeds of the great ideal of humanity in the life of the student and makes him an ideal human being. It is only because of the teacher that the character of education is pure. Within it, the manifestation of humanity and idealism is possible.
The teacher illuminates the ignorant metaphor of education and illuminates it with the light of knowledge. Because of the teacher, the disciple becomes a good man in society and occupies a prominent place. Therefore, the importance of the teacher has been available throughout the ages. The more the nation that honors the teacher, the better the nation. If the teacher is satisfied, the disciple is good. Ideal citizens are created in the country. For this purpose, we have been celebrating teacher Day every year. We can also call the land of holy India the land of the teacher. This is because the Vedic Gurukul Ashram of the past is a blazing example of this. At that time, students were staying at the teacher's house to study. At that time, the teacher's honor was very high. The Gurudwara tradition of learning has gradually disappeared. This tradition has been interrupted since British rule. The teacher-disciple relationship has become a business relationship. In India, the teacher community is gradually being discriminated against. The future of the country could be bleak if the honor of the cows is not increased.
Dr. Sarvapalli Radhakrishna, the second President of India, was an ideal professor, an ideal teacher. He is described as a professor abroad. He had a profound knowledge of philosophy. He was a peasant idealist. The birthday of that ideal teacher is being celebrated as a teacher's day, September 5 is his birthday. teacher's day has been celebrated since 1911 to commemorate this holy and great day.
teacher's day is a holy day, the importance of teacher's day does not end on that one day. This day warns us to worship the teacher throughout the year. So everyone needs to have respect and esteem for this day. "It simply came to our notice then.
Jai Hind!
Techers Day Speech in Odia
ସମ୍ମାନନୀୟ,ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ଅତିଥି ମହାଶୟ ଏବଂ ଏଠାରେ ଉପସ୍ଥିତ ଥିବା ଛୋଟ,ବଡ ଭାଇ ଓ ଭଉଣୀମାନେ ତଥା ମୋର ସହପାଠୀ ଓ ସହପାଠିନୀ । ଆଜି ହେଉଛି ପବିତ୍ର ଗୁରୁଦିବସ । ଆଜିର ଏହି ମହାନ ଦିବସଟିରେ ମୋତେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ମୋ ନିଜକୁ ଧନ୍ୟ ମନେ କରୁଅଛି ।
ଗୁରୁଦିବସ ଗୋଟିଏ ପବିତ୍ର ଦିବସ । ଗୁରୁଦିବସର ଏହି ପରମ୍ପରା ଆମକୁ ଗୁରୁଙ୍କୁ ଭକ୍ତି କରିବା, ସମ୍ମାନ ଦେବା ପାଇଁ ପ୍ରେରଣା ଯୋଗାଇଥାଏ । ତେଣୁ ଭାଗବତରେ ଅଛି -
" ଗୁରୁଙ୍କୁ ନମଣିବ ନର,
ଗୁରୁ ହିଁ ସାକ୍ଷାତ ଈଶ୍ଵର "
ଏହି କଥାଟି ନିରାଟ ସତ୍ୟ :- ଗୁରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ବରର ପ୍ରତୀକ । ସେ ଭଗବାନ ସଦୃଶ, ପିତା ସଦୃଶ, ଗୁରୁ ସମସ୍ତଙ୍କର ନମସ୍ୟ ଏବଂ ପୂଜ୍ୟ । ସେ ସୃଷ୍ଟି, ସ୍ଥିତି ପ୍ରଳୟର କାରଣ । ଗୁରୁ ଛାତ୍ରଛାତ୍ରୀଙ୍କ ଜୀବନରେ ମାନବିକତାର ମହାନ ଆଦର୍ଶର ବୀଜ ଉତ୍ପନ୍ନ କରି ତା'କୁ ଏକ ଆଦର୍ଶ ମନୁଷ୍ୟ ରୂପେ ଗଢି ତୋଳନ୍ତି । ଗୁରୁଙ୍କ ଯୋଗୁଁ ହିଁ ଶିକ୍ଷାର ଚରିତ୍ର ନିର୍ମଳ ହୁଏ । ତା' ମଧ୍ୟରେ ମାନବିକତା ଓ ଆଦର୍ଶବାଦିତାର ପ୍ରକାଶ ସମ୍ଭବ ହୁଏ ।
ଗୁରୁ ଶିକ୍ଷାର ଅଜ୍ଞାନ ରୂପକ ଅନ୍ଧାରକୁ ଦୂରକରି ଜ୍ଞାନର ଆଲୋକରେ ଆଲୋକିତ କରିଥାନ୍ତି । ଗୁରୁଙ୍କ ଯୋଗୁଁ ଶିଷ୍ୟ, ସମାଜରେ ଭଲ ମଣିଷଟିଏ ହୋଇ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଥାଏ । ତେଣୁ ଗୁରୁଙ୍କର ମହତ୍ଵ ଯୁଗେ ଯୁଗେ ଉପଲବ୍ଧ କରାଯାଇଛି । ଯେଉଁ ଦେଶ ଯେଉଁ ଜାତି ଗୁରୁଙ୍କୁ ଯେତେ ପରିମାଣରେ ସମ୍ମାନିତ କରୁଛି, ସେ ଦେଶ ସେ ଜାତିର ସେତେ ପରିମାଣରେ ଉନ୍ନତି ହେଉଛି । ଗୁରୁ ସନ୍ତୁଷ୍ଟ ହେଲେ ଶିଷ୍ୟର ମଙ୍ଗଳ ହୁଏ । ଦେଶରେ ଆଦର୍ଶ ନାଗରିକ ସୃଷ୍ଟି ହୋଇଥାନ୍ତି । ଏହି ଉଦ୍ଦେଶ୍ୟ ରଖି ଆମେ ପ୍ରତିବର୍ଷ ଗୁରୁ ଦିବସ ପାଳନ କରି ଆସୁଅଛେ । ପବିତ୍ର ଭାରତ ଭୂମିକୁ ଆମେ ଗୁରୁଙ୍କର ଭୂମି ମଧ୍ୟ କହି ପାରିବା । କାରଣ ଅତୀତର ବୈଦିକ ଗୁରୁକୁଳ ଆଶ୍ରମ ଏହାର ଜ୍ଵଳନ୍ତ ଉଦାହରଣ । ସେତେବେଳେ ଛାତ୍ରମାନେ ଗୁରୁଙ୍କ ଗୃହରେ ରହି ବିଦ୍ୟାପାଠ ଅଧ୍ୟୟନ କରୁଥିଲେ । ସେ କାଳରେ ଗୁରୁଙ୍କର ସମ୍ମାନ ଖୁବ ଉଚ୍ଚରେ ଥିଲା । ଆମଦେଶର ଗୁରୁପୁଜା ପରମ୍ପରା କ୍ରମଶଃ ଲୋପ ପାଇଛି । ଇଂରେଜ ଶାସନ କାଳଠାରୁ ଏହି ପରମ୍ପରା ବାଧାପ୍ରାପ୍ତ ହୋଇଛି । ଗୁରୁ ଶିଷ୍ୟର ସମ୍ବନ୍ଧ ଏକ ବ୍ୟବସାୟିକ ସମ୍ବନ୍ଧରେ ପରିଣତ ହୋଇଛି । ଭାରତରେ କ୍ରମଶଃ ଗୁରୁ ସମାଜ ଲାଞ୍ଛିତ ହେବାରେ ଲାଗିଛି । ଗରୁଙ୍କ ସମ୍ମାନ ବୃଦ୍ଧି ନହେଲେ ଦେଶର ଭବିଷ୍ୟତ ଅନ୍ଧକାର ବି ହୋଇପାରେ ।
ଭାରତର ଦ୍ବିତୀୟ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣ ଥିଲେ ଜଣେ ଆଦର୍ଶ ଅଧ୍ୟାପକ, ଜଣେ ଆଦର୍ଶ ଗୁରୁ । ସେ ବିଦେଶରେ ଅଧ୍ୟାପକ ଭାବରେ ତାଙ୍କର କ୍ଷତ ବର୍ଣନାତୀତ । ଦର୍ଶନଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ସେ ଥିଲେ ଜଣେ ଚାଷୀସୁଲଭ ଆଦର୍ଶ ମାନବ । ସେହି ଆଦର୍ଶ ଗୁରୁଙ୍କର ଜନ୍ମ ଦିବସଟି ଗୁରୁଦିବସ ରୂପେ ପାଳିତ ହୋଇ ଆସୁଅଛି ସେପ୍ଟେମ୍ବର ୫ ତାରିଖଟି ତାଙ୍କର ଜନ୍ମ ଦିବସ । ଏହି ପବିତ୍ର ଏବଂ ମହାନ ଦିବସର ସ୍ମୃତି ସ୍ବରୂପ ୧୯୯୧ ମସିହାରୁ ଗୁରୁଦିବସ ପାଳିତ ହେଉଛି ।
ଗୁରୁଦିବସ ଗୋଟିଏ ପବିତ୍ର ଦିବସ, ଗୁରୁଦିବସର ଗୁରୁତ୍ଵ ସେହି ଗୋଟିଏ ଦିନରେ ସରିଯାଏ ନାହିଁ । ବର୍ଷସାରା ଗୁରୁଙ୍କୁ ଭକ୍ତି କରିବାକୁ ଆଜିର ଏହି ଦିନଟି ଆମକୁ ଚେତେଇ ଦେଇଥାଏ । ତେଣୁ ଏହି ଦିବସ ପ୍ରତି ସମସ୍ତଙ୍କର ଶ୍ରଦ୍ଧା ଓ ସମ୍ମାନ ରହିବା ଦରକାର । ଯାହାଦ୍ବାରା ଗୁରୁଶିଷ୍ୟଙ୍କ ମଧ୍ୟରେ ମଧୁମୟ ସମ୍ପର୍କ ସ୍ଥାପିତ ହୋଇ ପାରିବ, ଏବଂ ଏହା ଦେଶ ଓ ଜାତି ପକ୍ଷରେ କଲ୍ୟାଣକର ହେବ ।
ମୁଁ ଏତିକି ମୋର ବକ୍ତବ୍ୟ ଶେଷ କରୁଛି.......ଜୟ ହିନ୍ଦ !
Thiis content collect from :- https://www.odiashayari.online/search/label/Odia%20Teacher%27s%20Day%20Speech?&max-results=5
0 Comments
IF YOU HAVE ANY DOUBT, PLEASE LET ME KNOW